ଆଞ୍ଚଳିକଗଞ୍ଜାମଜିଲ୍ଲାମୁଖ୍ୟ ଖବର ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କ ଘରେ ଭିଜିଲାନ୍ସ ଚଢାଉ By Zilla Khabar - December 23, 2020 17 FacebookXPinterestWhatsApp Odisha Bytes ବ୍ରହ୍ମପୁର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୌର ପରିଷଦର ୱାର୍ଡ ନଂ ୯ ର ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଥିବାର ଖବର ମିଳିଛି। ମୋଟ୍ ୫ଟି ଜାଗାରେ ଏକକାଳୀନ ଚଢାଉ ଚାଲିଥିବା ଜଣାଯାଇଛି।