Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା କୋଭିଡ୍ ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

କୋଭିଡ୍ ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

27

ଭୁବନେଶ୍ୱର: (ଆଇ ପି ଆର): କୋଭିଡ୍ ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଟୀକାକରଣ ପାଇଁ ଗଠିତ ଷ୍ଟିଅରିଂ କମିଟି ବୈଠକରେ ଏହାର ସଠିକ୍ ରୂପାୟନ ଏବଂ କୌଣସି ସାମ୍ଭାବ୍ଯ ପାର୍ଶ୍ବ ପ୍ରତିକ୍ରିୟାକୁ କିପରି ମୁକାବିଲା କରାଯାଇପାରିବ ସେନେଇ ବିସ୍ତୃତ ଆଲୋଚନା ହୋଇଛି।