Wednesday, October 14, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳ ଜିଲ୍ଲା:ଦାରିଙ୍ଗବାଡିରେ ତୁଷାରପାତ

କନ୍ଧମାଳ ଜିଲ୍ଲା:ଦାରିଙ୍ଗବାଡିରେ ତୁଷାରପାତ

74

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଓ ଆଖପାଖ ଅଞ୍ଚଳରେ ତୁଷାରପାତ ହୋଇଛି | ଏହା ଦେଖିବାକୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି | କନ୍ଧମାଳ ଜିଲ୍ଲାର ତୃତୀୟ ଦିନରେ ପ୍ରବଳ ଶୀତ ଯୋଗୁ ଜୀବନ ଯାତ୍ରାର ବ୍ୟାଘାତ ଘଟିଛି | ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ସ୍ଥାନେ ସ୍ଥାନେ ନିଆଁ ଜାଳି ଚାରିପାଖରେ ବସୁଛନ୍ତି | ଦାରିଙ୍ଗବାଡିରେ ପ୍ରଥମଥର ଆରମ୍ଭ ହୋଇଥିବା ଇକୋ ରିଟ୍ରିଟ, ସମସ୍ତ ଘରୋଇ ଓ ସରକାରୀ କଟେଜ ଏବଂ ହୋଟେଲ ରେ ପର୍ଯ୍ୟଟକଙ୍କ ଭିଡ ଦେଖାଦେଇଛି |