Home ଜିଲ୍ଲା କନ୍ଧମାଳ ରାଇକିଆ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବାଣୁଆଁ ଙ୍କୁ କରୋନା ଯୋଦ୍ଧା...

ରାଇକିଆ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବାଣୁଆଁ ଙ୍କୁ କରୋନା ଯୋଦ୍ଧା ଭାବେ ସଂମ୍ମାନିତ

54

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ପବ୍ଲିକ ରାଇଟ ଆସୋସିଏସନ ତରଫରୁ ରାଇକିଆ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବାଣୁଆଁ ଙ୍କୁ କରୋନା ଯୋଦ୍ଧା ଭାବରେ ବ୍ଲକ କନଫରେନ୍ସ ହଲ ଠାରେ ଏନ. ଗୋପାଳ ରାଓ ଙ୍କ ନେତୃତ୍ୱରେ ସଂମ୍ମାନିତ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ରାଇକିଆ ଗୋଷ୍ଟି ଉର୍ଣ୍ଣୟନ ଅଫିସ ର ସମସ୍ତ କର୍ମଚାରି ଓ ପବ୍ଲିକ ରାଇଟ ଆସୋସିଏସନ ର କର୍ମକର୍ତା ମାନେ ଉପସ୍ଥିତ ଥିଲେ |