Saturday, November 14, 2026
Home ଆଞ୍ଚଳିକ ଭଞ୍ଜନଗରରେ I D F C FIRST BANK ଉଦ୍‌ଘାଟିତ

ଭଞ୍ଜନଗରରେ I D F C FIRST BANK ଉଦ୍‌ଘାଟିତ

166

ଭଞ୍ଜନଗର,(ବବି ରଥ): I D F C FIRST BANK. ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମୂଖ୍ୟ ରାସ୍ତା ଠାରେ ଏକ I. D. F. C first bank ଯାହାର ମୂଖ୍ୟ କାର୍ଯାଳୟ ମୁମ୍ବାଇ ଆଞ୍ଚଳିକ କାର୍ଯାଳୟ ଭୁବେନେଶ୍ୱର ତାର ଏକ ଶାଖାକାର୍ଯ୍ୟଳୟ ଭଞ୍ଜନଗର ଠାରେ ଆଜି ଆରମ୍ଭ ହୋଇଛି | ଓଡିଶାରେ ଏହାର 13ଟି ଶାଖା ଥିଲା. ଏହାକୁ ମିଶି ବର୍ତ୍ତମାନ 14ଟି ସଂଖ୍ୟା ରେ ପହଁଚିଛି |

ଅଫିସରଙ୍କ କହିବା ମୁତାବକ 14ଟି ଗ୍ରାମାଞ୍ଚଳ ଏବଂ 3ଟି ସହରାଞ୍ଚଳରେ କାମ କରୁଛି.ବର୍ତ୍ତମାନ ସମୁଦାୟ 17ଟି ବ୍ୟାଙ୍କ କାର୍ଯ୍ୟରତ ଜନସାଧାରଣଙ୍କ ପାଇଁ.ଭଞ୍ଜନଗର ଶାଖା ରେ 21ଜଣପୁରୁଷ କର୍ମଚାରି ସହିତ ଏ. ବି. ଏମ 3ଜଣଙ୍କ ସହିତ ଜଣେ ମୂଖ୍ୟ ଶାଖା ପରିଚାଳକ ଅଶୋକ କୁମାର ପାଇକ ଙ୍କ ସହିତ ଶାଖା ତାର କାମ ଜନସାଧାରଣଙ୍କ ପାଇଁ ଆଜି ଶୁଭାରମ୍ଭ କରିଛି |