
ଭୁବନେଶ୍ୱର: ବିଶିଷ୍ଟ ଔପନ୍ୟାସିକ, ଗାଳ୍ପିକ ତଥା ପ୍ରାବନ୍ଧିକ ମହାପାତ୍ର ନୀଳମଣି ସାହୁଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ବାସ୍ତବବାଦୀ ରଚନା ସହ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରୁଥିବା ‘ଅଭିଶପ୍ତ ଗନ୍ଧର୍ବ’, ‘ଆକାଶ ପାତାଳ’, ‘ଅନ୍ଧ ରାତିର ସୂର୍ଯ୍ୟ’ ଭଳି କାଳଜୟୀ ସୃଷ୍ଟି ତାଙ୍କୁ ଚିର ଅମର କରି ରଖିବ।


