
ଭଞ୍ଜନଗର,(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଚାଲିଛି ଶିକ୍ଷକ ଏବଂ ଶିକ୍ଷା ର ଲୁଚକାଳି ଖେଳ l ଶିକ୍ଷା ବନ୍ଧା କରୋନା ର ନିୟମରେ. କିନ୍ତୁ କିଛି -କିଛି ସ୍ଥାନରେ ଦେଖିବାକୁ ମିଳେ ଖୁଲମ ଖୁଲା ଶିକ୍ଷାକୁ ଯେମିତି ସରକାରଙ୍କ କରୋନା ନିୟମ ରୁ ବାହାର କରି ତାକୁ ଏକ ଜୀବନ୍ତ ରୂପଦେବାପାଇଁ. ସତରେ ଏମାନେ ଯାହାକରନ୍ତି ସାଧାରଣରେ ଏକ ପ୍ରଶ୍ନ ଜନସାଧାରଣକୁ ଏପର୍ଯ୍ୟନ୍ତ ବିଚଳିତ କରେ କରୋନା ସତରେ ଅଛି ନା ନାହିଁ ?


