Saturday, November 14, 2026
Home ଆଞ୍ଚଳିକ ନେଟେଗାଁ: ଶ୍ରୀ ରଘୁନାଥସ୍ୱାମୀଜୀଙ୍କ ମନ୍ଦିର ବହୁପୁରାତନ:କାଠ କାରୁକାର୍ଯ୍ୟ

ନେଟେଗାଁ: ଶ୍ରୀ ରଘୁନାଥସ୍ୱାମୀଜୀଙ୍କ ମନ୍ଦିର ବହୁପୁରାତନ:କାଠ କାରୁକାର୍ଯ୍ୟ

37

ଭଞ୍ଜନଗର,(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ନେଟେଗାଁ ଗ୍ରାମପଞ୍ଚାୟତ ନେଟେଗାଁ ଶ୍ରୀ ରଘୁନାଥସ୍ୱାମୀଜୀ ଙ୍କ ମନ୍ଦିର ବହୁପୁରାତନ ଅଟେ l ବହୁତ କଳାସଂସୃତି ରେ ପରିପୂର୍ଣ ଏବଂ ଅତି ସୁନ୍ଦର ଏହାର ପରିବେଶ. ଏଠାକାର ସମସ୍ତ ମନ୍ଦିର ଏହି ଭଳି କାଠ ତିଆରି କାରୁକାଯ୍ୟ ରେ ପରିପୂର୍ଣ ହୋଇ ଭକ୍ତମାନଙ୍କୁ ତାରସୁନ୍ଦରତା ରେ ଭକ୍ତିଭାବନାରେ ବାନ୍ଧି ସାରାଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିପାରିଛି ତାହା ଯିଏ ଦେଖିଛି ସିଏ ଅନୁଭବ କରିଛି l