Sunday, November 15, 2026
Home ଆଞ୍ଚଳିକ ଶୀତରେ ଥରୁଛି ଭଞ୍ଜନଗର

ଶୀତରେ ଥରୁଛି ଭଞ୍ଜନଗର

58

ଭଞ୍ଜନଗର,(ବବି ରଥ): ଭଞ୍ଜନଗର ପୁରାଅଞ୍ଚଳ ଥରୁଛି ଶୀତ ର ପ୍ରକୋପରେ,ସକାଳୁ ଥଣ୍ଡା ଅନୁଭବ ସାଥିରେ ଖରାବେଳେ ଖରାର ପ୍ରକୋପ ସହିତ ସନ୍ଧ୍ୟାସମୟ ରେ ପୁଣି ଥଣ୍ଡା ଭୀଷଣ ତିନିଦୀନ ହବ ଲାଗିରହୁଥିବାରୁ ଜନସାଧାରଣ

ନିଜ -ନିଜ ର କାମ ସାରି ଜଲଦି ନିଜ ଘରମୁହାଁ ହେବାକୁ ବାଧ୍ୟ ହୁଅନ୍ତି l ଯାହା ଫଳରେ ରାତି ୮ଟା ନହଉଣୁ ରାସ୍ତାଘାଟ ଶୂନସାନ ହୋଇପଡୁଛି l