
ଖୋର୍ଦ୍ଧା,(ସଞ୍ଜୀବ କୁମାର): ରେଳବାଇ ବିଦ୍ୟାଳୟ ଖୋର୍ଦାରୋବର ପୁରାତନ ଛାତ୍ର ସଂସଦର ଚଳିତବର୍ଷର ବାର୍ଷକ ଭବ ଏକ ୱେବନାର ମାଧ୍ୟମରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବି ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖ ସରକାରଙ୍କ କୋରିନ୍- ୧୯ ନିୟମ ଅନୁଯାୟୀ ଭବଟି ପାଳନ କରାଯାଇଥିଲା। ସଂସଦର ସଭାପତି ଡ. ସଞ୍ଜୟ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ, ପୂର୍ବତନ ଜିଲ୍ଲାପାଳ ପୁରୀ ଅନୀ ଦାସ, ଆଇଆଇଟି ଭୁବନେଶ୍ୱର ବି କୁ, ରବିନ୍ଦ୍ର କୁମାର ପଣ୍ଡା, ଅଶୋକ କୁମାର ତ୍ରିପାଠୀ ବରିଏ ସାମ୍ବାଦିକ ଅଶୋକ ଦାସ, ବିଦ୍ୟାଳୟର ଅଧ୍ୟକ୍ଷ ସୁମନ ବଲା, ସୁକାନ୍ତ ମହାନ୍ତି, ଅରୁଣ ମହାନ୍ତି, ପ୍ରର ଚନ୍ଦ୍ର ମିଶ୍ର, କେ, ଏସ୍.ଆର, ରମେଶ, ପ୍ରଣତି ସ୍ବାଇଁ, ଶିଶିର ପାହିଁ, ଶକର ନାୟକ, ଅଇତାପ ହୁସେନ, ନିରଞ୍ଜନ ମିଶ୍ର, ପ୍ରଦୀପ୍ତ ତ୍ରିପାଠୀ, ସଞ୍ଜୟ ମହାନ୍ତି, ଗୌରିଶଙ୍କର ମହାନ୍ତି ଓ ପ୍ରଶାନ୍ତ ମହାପାତ୍ର, ସଚ୍ଚିଦାନନ୍ଦ ରାଉତ, ନଳିନୀ ସ୍ବାଇଁ, ଦିଲ୍ଲୀପ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ସ୍କୁଲର ଉନ୍ନତି ଓ ପିଲାମାନଙ୍କ ଶିକ୍ଷାର ବିକାଶ ଜପରେ ମତାମତ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ବୁ, ତପନ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ରଞ୍ଜିତ ଦାସ, ସୁନୀଲ ପାଢ଼ି,ଏମ୍.ବି, ଯାକିରୁଦ୍ଧିନ, ଏସ୍. ସମଲେସ, ବାବୁ ପଟ୍ଟନାୟକ ଓ ପ୍ରଦୀପ ତ୍ରିପାଠୀ। ଭକ୍ତ ଉତ୍ସବରେ ମାଟ୍ରିକ ପରୀକ୍ଷାରେ ସ୍ଥାନ ଅଧିକାର କରିଥିବା ଛାତ୍ରୀ ପୂଏ ରଣ, +୨ ରେ ଶେଷସ୍ଥାନ ଅକାର କରିଥିବା ସୋନାଲି ନାୟକ, ସିବିଏସ୍ଇ ବୋର୍ଡ଼ ରେ ଶ୍ରେଷସ୍ଥାନ ଅଧୁକାର କରିଥିବା ଭଦ୍ରେଶ୍ଵର ମୁଣ୍ଡାରୀ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବର୍ଷାରାଣୀ ଗୋଛାୟତ, ଶେଖର କୁମାର ପ୍ରଧାନ ଓ ଆଶୁତୋଷ ଦାଶଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନୁଷ୍ଠାନର ଉପସଭାପତି ସୁବ୍ରତ । କୁମାର ପଣ୍ଡା। ଧନ୍ୟବାଦ ଅର୍ପଣ କରିଥିଲେ ।


