
ଭଞ୍ଜନଗର, (ବବି ରଥ): ଚାଲିଛି ପୁରୁଣା କାମ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରୁ ଫୁଲବାଣୀ କୁ ଯାଉଥିବା ମୂଖ୍ୟ ରାସ୍ତା ମା ସୋରାଦେବୀ ମନ୍ଦିର ପାର୍ଶ୍ଵ ରାସ୍ତାର କାମ ନେଇଛି ଏ ଆର ଏ ସ ଏ ସ ଭଳି ଏକ ମୂଖ୍ୟ ଅଗ୍ରଣୀ ଠିକାଦାର ସଂସ୍ଥା |
ବହୁତ ଦିନ ହବ ଏହାର କାମ ବନ୍ଦହୋଇ ପଡିରହିଥିଲା, ଏବେ ଏହି କାମ କିପରି ସରିବ ଏହାର ତତ୍ପରତା ଦେଖିବାକୁ ମିଳୁଛି | ମା ସୋରାଦେବୀ ମନ୍ଦିର ପାର୍ଶ୍ଵ ରାସ୍ତାରେ ଯାହା ହଉନାକାହିଁ କେଉଁଭଳି ରାସ୍ତାର କାମ ହୋଉଛି ସାଧାରଣରେ ଏକ ଆଲୋଚନର ବିଷୟ ପାଲଟିଛି |






