
ବିଷମକଟକ,(ପ୍ରସନ କୁମାର ପଣ୍ଡା): ସଭାପତି ଶ୍ରୀ ରବିନାରାୟଣ ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ରାୟଗଡା ଜିଲ୍ଲାର ପଦ୍ମପୁର କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଏକ ଦଳୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହାଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷ ତଥା ସମ୍ପାଦକ ଯୁବ ବିଜୁ ଜନତା ଦଳ ରାୟଗଡା ଶ୍ରୀ ରାମାକାନ୍ତ ମାଝୀ, ଯୁବ ସମ୍ପାଦକ ଶ୍ରୀ ବି ନାରାୟଣ ରାଜୁ, ଅଧ୍ୟକ୍ଷ ଆତ୍ମା ଶ୍ରୀ ଗୋବର୍ଦ୍ଧନ ଶବର, ବରିଷ୍ଠ କର୍ମୀ ତଥା ପୂର୍ବତନ ସରପଞ୍ଚ ଶ୍ରୀ ହୁର୍ଚୁଲା ମାଝୀ,
ପୂର୍ବତନ ସରପଞ୍ଚ ଶ୍ରୀ ସୁବାଷ ଶବର , ରଘୁ ନନ୍ଦନ ନାୟକ, ଡମ୍ବରୁ ନୁଣ୍ଡରୁକା, ବ୍ରଜସୁନ୍ଦର ସୁନ୍ଦର ପାଣିଗ୍ରାହୀ, ବଳରାମ ଦାସ, ବି ମୁରଲୀ, ବର୍ଲା ମାମୁଲି, ଶ୍ୟାମ ମହାନ୍ତି, ଜୟ କୃଷ୍ଣ ପଣ୍ଡା, ଖଞ୍ଜା ଶବର, ଵିଷ୍ଣୁ, ତାରଣୀ, ରାଜୁ, କୁଲୁ, ପ୍ରଦୀପ, କାମ ପାଳ, ବାବୁଲି , ସୁକାନ୍ତ, ରତ୍ନାକର ଙ୍କ ସମେତ ବହୁ କର୍ମୀ ମାନେ ଉପସ୍ଥିତ ଥିଲେ। ଆସନ୍ତା ୨୬ ତାରିଖରେ ବିଜୁ ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଦଳ ପକ୍ଷରୁ କର୍ମୀମାନକୁ ସୂଚନା ଦିଆଯିବ ସହ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜୟ ନବୀନ ଜୟ ଓଡ଼ିଶା।






