
ଭଞ୍ଜନଗର,(ବବି ରଥ): ସରସ ସୁନ୍ଦର ଆମ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ହେଉଛି କଳାସଂସ୍କୃତିର ଏକ ସର୍ବପୁରାତନ ଭଞ୍ଜଙ୍କ ନଗର ଏଠି ଜୀବନ୍ତ ସମସ୍ତ କଳା ସାରାଦୁନିଆରେ ଏକ ଉଦାହରଣ |
ବର୍ତମାନ ପରିସ୍ଥିତିଯାହା କହିଲେ ନସରେ କରୋନାର ଭୟାବହ ପରିସ୍ଥିତିରେ ସତଜେମିତି ଏଠାର କଳାସଂସ୍କୃତି ଏବଂ ସରକାରଙ୍କ ବିଭିନ୍ନ ସଚେତନତା ଯେମିତି କଳାକାରଙ୍କ ତୁଳୀରେ କାନ୍ଥର କିଛିକିଛି ସ୍ଥାନରେ ସତଯେମିତି ଜୀବନ୍ତ ହୋଇ ଦେଖୁଥିବା ସମସ୍ତ ଜନସାଧାରଣଙ୍କୁ ତାର ବାର୍ତାବହନ କରୁଛି | ସତରେ କଣ ଏହା ଆମମାନଙ୍କୁ କିଛି କହୁଛି ନା ଚିତ୍ରରେ ରହିଯାଇଛି ?






