
ଭଞ୍ଜନଗର,(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମୁଖ୍ୟ ରାସ୍ତା ତଥାଲୋହରା ଖଣ୍ଡି ନଦୀ ତଟ ନିକଟରେ ଥିବା ବୋହୁପୁରାତନ ଶ୍ରୀ ରଘୁନାଥସ୍ୱାମୀଜୀଙ୍କ ମନ୍ଦିର ଅବସ୍ଥିତ ଏହି ମନ୍ଦିର ଭିତରେ ଅନେକ ଦେବା -ଦେବୀ ଙ୍କ ମନ୍ଦିର ସବୁଅଛି | ହେଲେ ଦୁଃଖ ର କଥା ସରକାରଙ୍କ କୋଭିଡ ନିୟମ ପ୍ରକାରେ ସବୁ ଅନୁଷ୍ଠାନ ଖୋଲା ଯାଇ ଥିଲେବି
ଏଥିରୁ ଧର୍ମ ଅନୁଷ୍ଠାନଗୁଡିକ ସବୁ ବାଦପଡିବା ଅତି ଧୂଖର ବିଷୟ ଅଟେ. ତାହାସହ ବର୍ଷକୁ ଥରେ ହୋଉଥିବା ପହିଲି ଭୋଗ ମଧ୍ୟ ବନ୍ଦ ହୋଇଯିବା ଫଳରେ ଜନଅସନ୍ତୋଷ ଲାଗିରହିଛି | ଏହାପ୍ରତି ସରକାର ଦୃଷ୍ଟି ଦେବେ ବୋଲି ଜନମତ ପ୍ରକାଶ ପାଉଛି |





