
ଖୋର୍ଦ୍ଧା,(ସଞ୍ଜୀବ କୁମାର):ଜଟଣୀରେ ମିଳିଲା କୋଭିଡ-୧୯ ଅନୁଦାନ- ଲାୟନ୍ସ କ୍ଲବ ଭୁବନେଶ୍ୱର ଆନୁକୂଲ୍ୟରେ ଏବଂ ଜଟଣୀ ନର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହଯୋଗରେ ଆଜି ଜଟଣୀର ମୁଣ୍ଡିଆ ସାହିରେ ଇଂଟର ନାସନାଲ ଲାୟନ୍ସ ପାଉଁଣ୍ଡସନର କୋଭିଡ-୧୯ ଅନୁଦାନ ସହାୟତାରେ ଶୁଖିଲା ଖାଦ୍ୟ, ସାନିଟାଇଜର, ସାବୁନ,ମାସ୍କ ଆଦି ବଂଟାଯାଇଛି ।
ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବର ପୂର୍ଣ୍ଣଚନ୍ଦ୍ର ପାଢ଼ି, ସୁରେନ୍ କୁମାର ପଣ୍ଡା, ସୁରଶ ଚନ୍ଦ୍ର ସାହୁ, ହେମନ୍ତ ଖୁଂଟିଆ, ଅମିୟ କୁମାର ବଡ଼ଜେନା, ମୁସ୍କାନ ମଙ୍ଗରାଜ,ଏମ୍.ପି ପ୍ରତିନିଧି ପଦ୍ମଚରଣ ପ୍ରଧାନ,ଯୁବନେତା ମିଟୁ ମାର୍ଥା ଆଦି ଉପସ୍ଥିତ ଥିଲେ।





