Wednesday, October 14, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳ ଜିଲ୍ଲା: ଗାଡ଼ିଆପଡା ଘାଟିରେ ବସ ଦୁର୍ଘଟଣା

କନ୍ଧମାଳ ଜିଲ୍ଲା: ଗାଡ଼ିଆପଡା ଘାଟିରେ ବସ ଦୁର୍ଘଟଣା

180
Pic:deccanchronicle (representative image)

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): ଗତକାଲି ରାତି ୧୦ଟାରେ ରାଜା ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଫୁଲବାଣୀ ରୁ ଭୁବନେଶ୍ୱର ଯାତ୍ରା ଆରମ୍ଭ କରିଥିଲା ଫୁଲବାଣୀ ଠାରୁ ୪୦ କିଲୋମିଟର ଯାତ୍ରା କରିବା ପରେ ଘାଟିର ଶେଷ ବୁଲାଣି ରାସ୍ତାରେ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଏଥିରେ ୪୦ରୂ ଉର୍ଦ୍ଧ୍ଵ ଯାତ୍ରୀ ଯାତ୍ରା କରୁଥିଲେ । ସେଥିରୁ ୧୫ ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହାତ ହୋଇଥିବାର ସୂଚନା ମିଳିଛି। ଆହତ ଯାତ୍ରୀଙ୍କୁ ଖଜୁରିପଡ଼ା ପୁଲିସ ଓ ଦମକଳ ବାହିନୀ ଙ୍କ ସହଯୋଗରେ ସଦର ମହକୁମା ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।