Monday, October 12, 2026
Home ଜିଲ୍ଲା କନ୍ଧମାଳ ଫିରିଙ୍ଗଆ ତହସିଲ କାର୍ଯ୍ୟଳୟରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ଫିରିଙ୍ଗଆ ତହସିଲ କାର୍ଯ୍ୟଳୟରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

31

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟରଠାରେ ଆଗାମୀ ଖ୍ରୀଷ୍ଟ ମାସ ପର୍ବ ପାଇଁ ଶାନ୍ତି ଶୃଙ୍ଖଳା ସହିତ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଡିଓ, ତହସିଲଦାର ଏବଂ ଥାନା ଅଧିକାରୀ ପି .ଶ୍ୟାମ ସୁନ୍ଦର ରାଓ ଏଥିରେ ଅଧ୍ୟକ୍ଷତା କରିଥିଲେ। ସମସ୍ତ ଧାର୍ମିକ ଏବଂ ସମ୍ପ୍ରଦାୟର ମୁଖ୍ୟ ଏହି ସଭାରେ ଯୋଗ ଦେଇଥିଲେ। କୋଭିଡ ର ନୀତି ନିୟମକୁ ଆଖି ଆଗରେ ରଖୀ ଆଗାମୀ ଖ୍ରୀଷ୍ଟ ମାସ ପର୍ବ ପାଇଁ ସମସ୍ତ ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ |