Sunday, October 11, 2026
Home ଅପରାଧ କେଶବ ସୁନା ଦୋକାନରୁ ଲୁଟ୍

କେଶବ ସୁନା ଦୋକାନରୁ ଲୁଟ୍

48
ri

ବ୍ରହ୍ମପୁର, (ଏସ ଏମ୍‌ ପି): ବଡବଜାର କେଶବ ସୁନା ଦୋକାନରୁ ପୁଣି ଲୁଟ୍ ଅଭିଯୋଗ ।  ଛାତ ଉପରେ ଥିବା ଟିଣ କଣା କରି ଦୁର୍ବୁତ୍ତମାନେ ପାଖାପାଖି ଦେଢ ଲକ୍ଷ ଟଙ୍କା ଏବଂ ୪୦୦ ଗ୍ରାମ୍ର ସୁନା ଅଳଙ୍କାର ଚୋରି କରିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବଡବଜାର ପୁଲିସ୍,  ବ୍ରହ୍ମପୁର ଏସ୍‌ପି ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତ ।