Friday, November 13, 2026
Home ଆଞ୍ଚଳିକ ଜଗଦଲପୁରରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଧାନ ସଂଗ୍ରହ ସମୟରେ ଜଣେ ଚାଷୀ ନିଜର...

ଜଗଦଲପୁରରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଧାନ ସଂଗ୍ରହ ସମୟରେ ଜଣେ ଚାଷୀ ନିଜର ଆଇରିସ ସ୍କାନ

53

ଜଗଦଲପୁର,(ଗଞ୍ଜମଜ଼ିଲ୍ଲା): ଆଇରିସ ସ୍କାନର ଆଧାର ପ୍ରମାଣିକରଣ ପାଇଁ ଉଦ୍ଦିଷ୍ଟ। ଚଳିତ ବର୍ଷ ଖାଦ୍ଯ ସୁରକ୍ଷା ଓ ଖାଉଟି କଲ୍ଯାଣ ବିଭାଗ ଶସ୍ଯ ସଂଗ୍ରହ ପାଇଁ ଏହା ବ୍ୟବହାର କରୁଛି। ଗଞ୍ଜାମ ଜିଲ୍ଲା ଜଗଦଲପୁରରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଧାନ ସଂଗ୍ରହ ସମୟରେ ଜଣେ ଚାଷୀ ନିଜର ଆଇରିସ ସ୍କାନ କରାଯାଉଛି |