ଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତି 5ଟି ଉପକ୍ରମ ଅଧୀନରେ୨୨ ଟି ଅନଲାଇନ ସେବାର ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ By Zilla Khabar - December 17, 2020 30 FacebookXPinterestWhatsApp IPR ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି 5ଟି ଉପକ୍ରମ ଅଧୀନରେ ପରିଶ୍ରମ ପୋର୍ଟାଲ ଦ୍ଵାରା ବିଭିନ୍ନ ଶ୍ରମ ଆଇନ ଅନ୍ତର୍ଗତ ୨୨ ଟି ଅନଲାଇନ ସେବାର ଉଦଘାଟନ କରିବେ।