Saturday, November 14, 2026
Home ଜିଲ୍ଲା ତିନି ପରିବାର ର ୯ ବଖରା ଘର ପୋଡି ଭସ୍ମୀଭୂତ ଅଗ୍ନିଶମ ବିଭାଗ ପହଁଚି...

ତିନି ପରିବାର ର ୯ ବଖରା ଘର ପୋଡି ଭସ୍ମୀଭୂତ ଅଗ୍ନିଶମ ବିଭାଗ ପହଁଚି ନିଆଁ କୁ କଲେ ଆୟତ୍ତ

63

ବିଷମକଟକ,୧୬-୧୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଜଗନ୍ନାଥପୁର ଗ୍ରାମପଞ୍ଚାୟତ ର ତୁମକିନଗୁଡା ଗ୍ରାମ ରେ ହଠାତ କୌଣସି କାରଣ ବଶତଃ ନିଆଁ ଲାଗି 3 ପରିବାର ର 9 ବଖରା ଘର ଜଳି ସମ୍ପୂର୍ଣ ଭସ୍ମୀଭୂତ ହୋଇ ଯାଇଛି ଖବର ପାଇ

ଗୁଣୁପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ନିଆଁ କୁ ଆୟତ୍ତ କରି ଥିଲେ ବର୍ତ୍ତମାନ ରାଜସ୍ୱ ବିଭାଗ ର କର୍ମଚାରୀ ପହଁଚି 3 ପରିବାର ର ଲୋକଙ୍କୁ କ୍ଷୟକ୍ଷତି ଆକଳନ ପରେ ସରକାରୀ ନିୟମ ଅନୁଯାୟୀ କ୍ଷତି ରାଶି ପ୍ରଦାନ କରାଯିବ ବୋଲି ଗୁଣୁପୁର ତହସିଲଦାର ଫର୍ନା ଦିଜ ଏକ୍କା ଆମ ଜିଲ୍ଲାପ୍ରତିନିଧି ଙ୍କୁ ଫୋନ ଯୋଗେ ଜଣାଇ ଛନ୍ତି ।