
ବିଷମକଟକ/ରାୟଗଡା/ଗଜପତି:(ପ୍ରସ୍ନନ କୁମାର ପଣ୍ଡା): ଆଜି ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଏସ ଏସ ରାଉତପୁର ରେ ସହକାରୀ ଶିକ୍ଷକ ଭାବେ କାମ କରୁଥିବା ଦୁଷ୍ମନ୍ତ ନାୟକ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଭିଜିଲାନ୍ସ ଡି ଏସ ପି ଅରୁଣ ନାୟକ ଙ୍କ ଟିମ ଦ୍ୱାରା ଚଢ଼ାଉ ଚାଲିଥିବା ବେଳେ ଗୁଣୁପୁର ରେ ତାଙ୍କ ଶଶୁର ସମେସ୍ୱର ସାମଲ ଅବସରପ୍ରାପ୍ତ
ମୂର୍ତ୍ତିକା ବିଭାଗ ର କର୍ମଚାରୀ ଙ୍କ ଘରେ ଏକ ଟିମ ପହଂଚି ଚଢ଼ାଉ ଜାରି ରଖି ଥିବା ଜଣାପଡିଛି ସହକାରୀ ଶିକ୍ଷକ ଦୁଷ୍ମନ୍ତ ନାୟକ ଙ୍କ 8 ଟି ଘର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଟଙ୍କା ମିଳି ଥିବା ସୂଚନା ଦେଇ ଛନ୍ତି ଭିଜିଲାନ୍ସ ଡି ଏସ ପି ଅରୁଣ ନାୟକ ରାୟଗଡା ତାଙ୍କ ଶଶୁର ଘରୁ କୌଣସି ମିଳିଛି କି ନାହି ସେ ବାବଦରେ କୌଣସି ତଥ୍ୟ ଦେବାକୁ ମନା କରିଥିଲେ ତଦନ୍ତ କାରୀ ଟିମ ।







