Tuesday, October 13, 2026
Home ଜିଲ୍ଲା କନ୍ଧମାଳ ଫୁଲବାଣୀ ଠାରେ ଓକିଲ ସଂଘର ନୂତନ କର୍ମକର୍ତ୍ତା ଚୟନ

ଫୁଲବାଣୀ ଠାରେ ଓକିଲ ସଂଘର ନୂତନ କର୍ମକର୍ତ୍ତା ଚୟନ

76

କନ୍ଧମାଳ,୧୪-୧୨(ସୁକାନ୍ତ କୁମାର ତ୍ରିପାଠୀ): ଫୁଲବାଣୀ ଠାରେ ଓକିଲ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି | ୨୦୨୦-୨୧ ବର୍ଷ ପାଇଁ ଫୁଲବାଣୀ ବାର ଆସୋସିଏନ ଠାରେ ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି l ଏଥିରେ ଫୁଲବାଣୀର ଆଇନଜୀବୀ ସଭାପତି ଭାବେ ବିଶ୍ୱଜିତ ପଟ୍ଟନାୟକ ଏବଂ ସମ୍ପାଦକ ଭାବେ ବୀଣାପାଣି ପ୍ରଧାନ ନିର୍ବାଚିତ ହୋଇଛନ୍ତି l ଉପସଭାପତି ଭାବେ କୁଞ୍ଜ ବିହାରୀ ଶତପଥୀ ଓ ସାହସମ୍ପାଦକ ଭାବେ ନନ୍ଦିନୀ କୁମାରୀ, କୋଷାଧକ୍ଷ ଭାବେ ଜ୍ଞାନେନ୍ଦ୍ର ନାଥ ପାଢ଼ୀ, କାର୍ଯ୍ୟ କାରି ସଦସ୍ୟ ପଙ୍କଜ ବେହେରା ଓ ନମିତା ସାହୁଙ୍କୁ ଚୟନ କରାଯାଇଛି | ଏହା ସଂଘର ନୂତନ ସଭାପତିଙ୍କ ସୂତ୍ରରୁ ପ୍ରକାଶ ପାଇଛି |