Sunday, November 15, 2026
Home ଜିଲ୍ଲା ପଦ୍ମପୁରବ୍ଲକ୍ ବିଜୁ ଜନତା ଦଳ ସଭାପତି ଶ୍ରୀ ରବିନାରାୟଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ କର୍ମୀ ସମ୍ମିଳନୀ...

ପଦ୍ମପୁରବ୍ଲକ୍ ବିଜୁ ଜନତା ଦଳ ସଭାପତି ଶ୍ରୀ ରବିନାରାୟଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ କର୍ମୀ ସମ୍ମିଳନୀ ସଭା ମାରଦୀ ଗୁଡା ଠାରେ ଅନୁଷ୍ଠିତ ହୋଇଥିଲା

103

ପଦ୍ମପୁର/ବିଷମ କଟକ୧୪-୧୨(ପ୍ରସନ କୁମାର ପଣ୍ଡା): ରାୟଗଡା ଜ଼ିଲ୍ଲା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସଭାପତି ଶ୍ରୀ ରବିନାରାୟଣ ଆଚାର୍ଯ୍ୟ ସଭାପତିତ୍ୱରେ ଏକ କର୍ମୀସମ୍ମିଳନୀ ମାରଦୀଗୁଡା ଠାରେ ଅନୁଷ୍ଠିତ, ହାଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଗୁଣୁପୁର ଶ୍ରୀ ରଘୁନାଥ ଗୋମାଙ୍ଗ ଉପସ୍ଥିତ ଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ବରିଷ୍ଠ କର୍ମୀ ଶ୍ରୀ କିଲାନା ଗୋବିନ୍ଦ ରାଓ, ଜିଲ୍ଲା ସଭାପତି ଛାତ୍ର ଜନତା ଦଳ ରାୟଗଡା ଶ୍ରୀ ବିଷ୍ଣୁ ପ୍ରାସାଦ ପଣ୍ଡା, ଅଧକ୍ଷ ତଥା ଜିଲ୍ଲା ସମ୍ପାଦକ ଯୁବ ବିଜୁ ଜନତା ଦଳ ଶ୍ରୀ ରାମାକାନ୍ତ ମାଝୀ

ଜିଲ୍ଲା ସମ୍ପାଦକ ଯୁବ ବିଜୁ ଜନତା ଦଳ ଶ୍ରୀ ବି. ନାରାୟଣ ରାଜୁ, ଜିଲ୍ଲା ସମ୍ପାଦକ ଯୁବ ବିଜୁ ଜନତା ଦଳ ଶ୍ରୀ କେଦାର ସାହୁ, ଜିଲ୍ଲା ସମ୍ପାଦକ ଯୁବ ବିଜୁ ଜନତା ଦଳ ଶ୍ରୀ ସଂଜୟ ପ୍ରଧାନ ବ୍ଲକ ସଭାପତି ଗୁଡାରି ଶ୍ରୀ ଜଖ୍ୟ ବାବୁ, ଗୁଡାରୀ ନଗର ସଭାପତି ଶ୍ରୀ ସୁଶୀଲ କାମଗୁରୁ, ଶ୍ରୀ ଆମର ନାଥ ଲିମା ଜିଲ୍ଲା ସମ୍ପାଦକ ଯୁବ ବିଜୁ ଜନତା ଦଳ , ଛାତ୍ର ଜନତା ସଭାପତି ଶ୍ରୀ ବଳରାମ ତ୍ରିପାଠୀ ,ଜିଲ୍ଲା ସାଧାରଣ ସମ୍ପାଦକ ଯୁବ ବିଜୁ ଜନତା ଶ୍ରୀ ଅମିତ ମହାରଣା, ଜିଲ୍ଲା

ଉପ ସଭାପତି ଯୁବ ବିଜୁ ଜନତା ଶ୍ରୀ କୋମଳ ମୁଟିକା, ଛାତ୍ର ଜନତା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମାଧବ ମୁଟିକା, ବ୍ଲକ ଅଧକ୍ଷା ରାମନାଗୁଡା ଶ୍ରୀମତି ରଜନୀ ମାଣ୍ଡାଙ୍ଗୀ , ଜିଲ୍ଲା ସମ୍ପାଦକ ବିଜୁ ଜନତା ଦଳ ଶ୍ରୀ ସନ୍ତଷ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁଣୁପୁର ଶ୍ରୀ ଅଶ୍ୱିନ ଗମାଙ୍ଗ, ପୂର୍ବତନ ସରପଞ୍ଚ ଜଳତାର ଶ୍ରୀ ମାର୍କ ଦଲାବେହେରା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ

ଗୁଣୁପୁର ଶ୍ରୀ ଇସମାଇଲ ଶବର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମନାଗୁଡା ଶ୍ରୀ ନବୀନ ପିପଳି, ସମିତି ସଭ୍ୟ ଶ୍ରୀ ଉପେନ୍ଦ୍ର ନିମାଲପୁରୀ, ଶ୍ରୀ ନନ୍ଦା ବାବୁ, ମହାରଣା ବାବୁ, ପୂର୍ବତନ ସରପଞ୍ଚ ହୁରୁଚୁଲା ମାଝୀ, ପୂର୍ବତନ ସରପଞ୍ଚ ଯୁଗଳ ମାଝୀ , ପୂର୍ବତନ ସରପଞ୍ଚ ଶ୍ରୀ କରୁଣା କର ଶବର, ପୂର୍ବତନ ସମିତି ସଭ୍ୟ ଖଞ୍ଜା ଶବର,

ସରପଞ୍ଚ ନୂଆଗଡ ଶ୍ରୀ ସୁରେଶ ପାଡା ଗଣ୍ଡାକା, ପୂର୍ବତନ ସରପଞ୍ଚ ସୁବାସ ଶବର, ରଘୁନନ୍ଦନ ନାୟକ, ବ୍ରଜସୁନ୍ଦର ପାଣିଗ୍ରାହୀ, ଜଗନ୍ନାଥ ପାଣିଗ୍ରାହୀ(କୁଲୁ),ଶ୍ୟାମ ମହାନ୍ତି, ଭୂଷଣ ଆଚାରି, କାମ୍ବୀ ନୁଣ୍ଡରୁକା, ଡମ୍ବୁରୁ ନୁଣ୍ଡରୁକା, B ମୁରଲୀ, ବଳରାମ ଦାସ, ରାଜୁ ବିଡିକା ଙ୍କ ସମେତ ଶତାଧିକ କର୍ମୀ ମାନେ ଉପସ୍ଥିତ ଥିଲେ।