
ଭଞ୍ଜନଗର,୧୩/୧୨(ବବି ରଥ): ଭଞ୍ଜନଗର ଓକିଲ ସଂଘ ର ନିର୍ବାଚନ ଅନୁଷ୍ଠିତ: ସଭାପତି ରୂପେ ବରିଷ୍ଠ ଆଇନଜୀଵୀ ଦଣ୍ଡପାଣି ସ୍ୱାଇଁ,ହୋଇଯଇଛି l ଏ ଥିରେ ସଭାପତି ରୂପେ ବରିଷ୍ଠ ଆଇନଜୀଵୀ ଦଣ୍ଡପାଣି ସ୍ୱାଇଁ, ଉପସଭାପତି ମଣି ଦୀକ୍ଷୀତ, ସମ୍ପାଦକ ରୂପେ ଅକ୍ଷୟ କୁମାର ସାହୁ, ଯୁଗ୍ମ ସମ୍ପାଦକ ବଳରାମ ମହାପାତ୍ର, କୋଷାଧକ୍ଷ ସୁନନ୍ଦତିଆଡ଼ି, କାର୍ଯ୍ୟକାରୀ ସଦସ୍ୟ ରୂପେ ସନ୍ତୋଷ ତିଆଡ଼ି, ସୁଧାଂଶୁ ବାଳା ପଟନାୟକ ଏବଂ ଅଶୋକ କୁମାର ଗୌଡ଼ ପ୍ରମୁଖ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଟ ଆଇନଜିବୀ ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ l ଏହି ନିର୍ବାଚିତ ପ୍ରତିନିଧି ମାନଙ୍କୁ ଆଇନଜିବି ମାନଙ୍କ ତରଫରୁ ଏବଂ ବିଭିନ୍ନ ମହଲରୁ ଶୁବେଛା ଜଣାଇଛନ୍ତି ସମସ୍ତେ l


