Sunday, November 15, 2026
Home ଆଞ୍ଚଳିକ ହିଞ୍ଜିଳିକାଟୁ ସରକାରୀ ଆଇଟିଆଇ ପରିଦର୍ଶନ କରିଲେ ସୁବ୍ରତ ବାଗଚି

ହିଞ୍ଜିଳିକାଟୁ ସରକାରୀ ଆଇଟିଆଇ ପରିଦର୍ଶନ କରିଲେ ସୁବ୍ରତ ବାଗଚି

35

ହିଞ୍ଜିଳିକାଟୁ,୧୨/୧୨(ଜ଼ିଖ): ଗଂଜାମ ଜ଼ିଲ୍ଲା ହିଞ୍ଜିଳିକାଟୁ ଆଇଟିଆଇ ସର୍ବଭାରତୀୟ ସ୍ତରରେ 15ତମ ସ୍ଥାନ ଅଧିକାର କରିବା ପରେ ସ୍କିଲ ଡେଭଲମେଣ୍ଟ ର ଅଧକ୍ଷ ସୁବ୍ରତ ବାଗଚି ହିଞ୍ଜିଳିକାଟୁ ର ସରକାରୀ ଆଇଟିଆଇ କୁ ପରିଦର୍ଶନ ରେ ଆସି ବିଭିନ୍ନ ପ୍ରକଳ୍ପ ମିନି ସ୍କିଲ, ମ୍ୟୁଜ୍ୟମ, ମେମୋରୀ ଲେନ, ରୋଲ ମଡେଲ ୱାଲ, ଗାର୍ଡେନ ଇତ୍ୟାଦି ପ୍ରକଳ୍ପ ର ଉଦଘାଟନ କରିଥିଲେ ଏହା ସହ ଅନୁଷ୍ଠାନ ର ଟ୍ରେଡ଼ ବୁଲି ଦେଖିଥିଲେ ଓ ଅନୁଷ୍ଠାନ ର ଉଚ୍ଛଗିକୃତ କାମ ଦେଖି କର୍ମକର୍ତ୍ତା ଙ୍କୁ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମ ଆର.ଏମ କିଲନ, ଡିଇଓ ଅମୁଲ୍ୟ ପ୍ରଧାନ, ଅଧକ୍ଷ ଅମୁଲ୍ୟ ପଣ୍ଡା ଓ କର୍ମକର୍ତା ଉପସ୍ଥିତ ଥିଲେ |