Saturday, November 14, 2026
Home ଆଞ୍ଚଳିକ ଅସହାୟଙ୍କୁ ସହାୟତାର ହାତ ବଢାଇଲେ: ଯୁବ ସମାଜସେଵୀ ବବି ରଥ

ଅସହାୟଙ୍କୁ ସହାୟତାର ହାତ ବଢାଇଲେ: ଯୁବ ସମାଜସେଵୀ ବବି ରଥ

117

ଭଞ୍ଜନଗର,୦୯/୧୨(ଜିଲ୍ଲା ଖବର): ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ବେଲଗୁଣ୍ଠା ଯିବା ରାସ୍ତାକଡ଼ରେ ଜଣେ ବୃଦ୍ଧା ମହିଳା ବହୁତ ଦିନ ହେଲା ସେହି ରାସ୍ତାକଡରେ ରହିଆ ସୁଛନ୍ତି l ଜନସାଧାରଣ ସେହି ରାସ୍ତାଦେଇ ପ୍ରତିଦିନ ଜିବାଆସିଵା କରନ୍ତି l ଏହି ଖବର ପାଇ ଜିଲ୍ଲା ଖବର ରିପୋର୍ଟର ତଥା ସମାଜସେଵୀ ବବି ରଥଙ୍କ ସହ ସ୍ଥାନୀୟ ଯୁବକ ଭାଇ ଭେଙ୍କେଟ ରାଓ, ଶରତ ବିଷୋୟୀଓ ଶ୍ୟାମା ସୁନ୍ଦର ମିଶି କିଛି ସାହାଯ୍ୟର ହାତ ବଢ଼ାଇ ଥିଲେ I

ଏହି ଭଳି ଆମ ସମାଜରେ ବଞ୍ଚି ରହିଆସୁଥିବା ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ ସମସ୍ତେଆଗେଇ ଆସିଵାକୁ ହାତଯୋଡି ଖବର ମାଧ୍ୟ୍ୟମରେ ନିବେଦନ କରିଛନ୍ତି l