Sunday, November 15, 2026
Home ଆଞ୍ଚଳିକ ଭଞ୍ଜନଗରରେ ଭାରତ ବନ୍ଦର ପ୍ରଭାବ

ଭଞ୍ଜନଗରରେ ଭାରତ ବନ୍ଦର ପ୍ରଭାବ

32

ଭଞ୍ଜନଗର,୦୮/୧୨(ବବି ରଥ):ସ୍ଥାନୀୟ ଭଞ୍ଜନଗରରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l କୃଷିବିଲକୁ ପ୍ରତ୍ୟାହାର ନିମନ୍ତେ କୃଷକ ସଂଗଠନ ଭାରତ

ବନ୍ଦ ଡାକରାରେ ଅଞ୍ଚଳବାସି ସମର୍ଥନ ଜଣାଇବାର ଭଞ୍ଜନଗର ମୂଖ୍ୟରାସ୍ତା ସମେତ ଏହାକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ଦେଖିଲେ ଜଣାପଡୁଥିଲା l