
ବିଷମକଟକ,୦୮/୧୨(ପ୍ରସ୍ନନ କୁମାର ପଣ୍ଡା): ଆଜି ଭାରତ ବନ୍ଦ କୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ସି ପି ଆଇ ଏମ ଏଲ ର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ଶବ କୁ ଧରି ଶବ ସଂସ୍କାର ପାଇଁ ସହର ପରିକ୍ରମା କରି ମୋଦିଜୀ ଙ୍କ କୃଷକ ବିରୋଧୀ ନୀତି କୁ ସମାଲୋଚନା
କରି ବିଭିନ୍ନ କେନ୍ଦ୍ର ସରକାର ଙ୍କ ସ୍ଲୋଗାନ ଦେଇ ଥିଲେ ଏପରିକି ମଝିରେ ରାମ ନାମ ସତ୍ୟ ହେ ବୋଲି ଶୁଣି ବାକୁ ମିଳୁଥିବା ଦେଖିବାକୁ ମିଳି ଥିଲା ସରକାର ତୁରନ୍ତ ଦାବି ମାନିବା ସହ କୃଷି ବିଲ କୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା ମୋଦିଜୀ ଙ୍କ କୁଶପୁତ୍ତଳିକା କୁ ଦାହ କରାଯାଇଥିଲା ।



