Sunday, November 15, 2026
Home ଜିଲ୍ଲା ଗୁଣୁପୁରରେ ଜିଲ୍ଲା ମିଶନଶକ୍ତି ଦ୍ୱାରା ମିଶନ ଶକ୍ତି ମହାସଙ୍ଘ ଉଦଘାଟିତ

ଗୁଣୁପୁରରେ ଜିଲ୍ଲା ମିଶନଶକ୍ତି ଦ୍ୱାରା ମିଶନ ଶକ୍ତି ମହାସଙ୍ଘ ଉଦଘାଟିତ

28

ବିଷମକଟକ,୦୭/୧୨(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ କାର୍ଯ୍ୟାଳୟ ପରିସର ରେ ଜିଲ୍ଲା ମିଶନ ଶକ୍ତି ଦ୍ୱାରା ବ୍ଲକ ମହାସଙ୍ଘ କୁ ଗୁଣୁପୁର ବ୍ଲକ ଅଧକ୍ଷା ଦେବକୀ ଗମାଙ୍ଗ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଗୁଣୁପୁର ବିଡ଼ିଓ ଶାନ୍ତିପ୍ରଭା ପ୍ରଧାନ , ଗୁଣୁପୁର ସି ଡି ପି ଓ କରଣ ମୁର୍ମୁ ଏବଂ ମହାସଂଘ ସଭାପତି ମଞ୍ଜୁଶ୍ରୀ ପଟନାୟକ ପ୍ରମୁଖ ଯୋଗ ଦେଇ ଏହି ସଂଘ ଦ୍ୱାରା ଗ୍ରାମଞ୍ଚଳ ର ମହିଳା ଙ୍କ ସାମୁହିକ ଏବଂ ଅର୍ଥନୈତିକ ବିକାଶ ହୋଇପାରିବ ବୋଲି ଜଣାଇଥିଲେ ମିଶନ ଶକ୍ତି ଗାୟତ୍ରୀ ରେ ବହୁ ଲୋକାଭିମୁଖୀ କାମ ହୋଇ ପାରିବ ଏବଂ ମହିଳା ମାନେ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ସୂଚନା ଦେଇ ଛନ୍ତି ଗୁଣୁପୁର ବିଡ଼ିଓ ଶାନ୍ତିପ୍ରଭା l