
ବିଷମକଟକ,୦୭/୧୨(ପ୍ରସନ କୁମାର ପଣ୍ଡା): ଆଜି ସନ୍ଧ୍ୟା ରେ ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ବର୍ତ୍ତୀବାଲି ନିକଟରେ ଟିପର ଦୁର୍ଘଟଣାଗ୍ରସ୍ତ ଘଟଣା ସ୍ଥଳରେ ଡ୍ରାଇଭର ଏବଂ ହେଲପର ଙ୍କ ମୃତ୍ୟୁ କାଶୀପୁର ଠାରୁ ରାୟଗଡା ଆସୁଥିବା ବେଳେ ଟିପର ଟି
ଭାରସାମ୍ୟ ହରାଇ ବାର୍ତ୍ତବାଲି ଗାଁ ନିକଟରେ ଘାଟି ଉପରୁ ତଳକୁ ଖସି ଯିବା ଯୋଗୁଁ ଘଟଣା ସ୍ଥଳରେ ଡ୍ରାଇଭର ଏଂବ ହେଲପର ର ମୃତ୍ୟୁ ଘଟିଥିବା ଏବଂ ଟିପର ଟି ଜେ କେ ପୁର ର ଠିକାଦାର ଅରୁଣ ଚୌଧୁରୀ ଙ୍କ ବୋଲି ଜଣାପଡିଛି କାଶୀପୁର ପୋଲିସ ଅଧିକା ତଦନ୍ତ କରୁଥିବା ଆମ ଜିଲ୍ଲାପ୍ରତିନିଧି ଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ତର ଏମ ଶ୍ରଵଣ ବିବେକ ଜଣାଇଛନ୍ତି ।





