Home ଜିଲ୍ଲା ଖୋର୍ଦ୍ଧା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ସାହିତ୍ୟିକ ପଦ୍ମ ଭୂଷଣ ରାଧାନାଥ ରଥଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ସାହିତ୍ୟିକ ପଦ୍ମ ଭୂଷଣ ରାଧାନାଥ ରଥଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

147
I pr

ଭୁବନେଶ୍ୱର,୬ ଡିସେମ୍ବର ୨୦୨୦ : ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ସାହିତ୍ୟିକ ପଦ୍ମ ଭୂଷଣ ରାଧାନାଥ ରଥଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ତାଙ୍କ ଦ୍ୱାରା ରଚିତ ଉଚ୍ଚକୋଟିର କବିତା, ଗଳ୍ପ ଓଡ଼ିଆ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛି। ଏଥିସହିତ ସାମ୍ବାଦିକତା, ରାଜନୀତି ତଥା ସମାଜସେବା ପ୍ରତି ଥିବା ତାଙ୍କର ଅବଦାନ ଅବିସ୍ମରଣୀୟ।