ଗଛରେ ପିଟି ହେଲା ଟ୍ରକ

25

ବାଲିଗୁଡା ,୨୫/୯ (ସୁରେଶ କୁମାର ପଣ୍ଡା ): କନ୍ଧମାଳ ଜିଲ୍ଲା ଗୋପାଳପୁର ରାଇପୁର ଏନଏଚ 59ନମ୍ବର ଜାତୀୟ ରାଜପଥରେ ଗୋଟିଏ ଟ୍ରକ ନମ୍ବର ଏପି 31M 1125 ଆଜି ସକାଳୁ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ସୁନାଗାଁ ପାଖରେ ଡ୍ରାଇଭର ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଥିଲା l

ଟ୍ରକଟି ତୁମୁଡିବନ୍ଧ ଠାରୁ ରାମପୁର ଅଭିମୁଖେ ଯାଉଥିଲା ଆହାତ ହୋଇଥିବା ଡ୍ରାଇଭର ଓ ହେଲପର ଦୁହିଁଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା l ୨ ଜଣ ସୁସ୍ଥ ଥିବାର କହିଛନ୍ତି ଡାକ୍ତର ସୁଶାନ୍ତ କୁମାର ପାତ୍ର l