
ଚନ୍ଦ୍ରପୁର,୫ ଡିସେମ୍ବର ୨୦୨୦(କୈଳାଶ କୁମାର ମାଳବିଶୋୟୀ):
ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡି.ଅଷ୍ଟମ ବାଟାଲିୟନ ସିଆରପିଏଫ ଇନ୍ସପେକ୍ଟର ଶ୍ରୀ ଏମକେ ତିବେରଙ୍କ ନେତୃତ୍ବରେ ଗୋଷ୍ଟୀ ସୁସ୍ଥ୍ୟ କେନ୍ଦ୍ରରେ ଓ ବୀର ଝାଳୀlୟଗୁଡ଼ି ମନ୍ଦିରର ଚରିପର୍ଶ୍ୟରେ ସଫାକରି ଥିଲେ l
ତା ସହିତ ଲୋକ ମାନଙ୍କୁ ଆଲିଆ ଆବର୍ଜନା ଗୋଟିଏ ଜାଗାରେ ଗଦାକରି ଅନ୍ୟତ୍ର ଫିଙ୍ଗିବା ଏବଂ ଦୁଷ୍ଟବିନ୍ ରେ ପକେଇବା ଫିଙ୍ଗିବା ସ୍ୱଚ୍ଛ ଓ ସୁନ୍ଦର କରି ଗଢିବା ପାଇଁ ନିମନ୍ତେ ସଚେତନା କରିଛନ୍ତି l ଶ୍ରୀ ତିବେରଙ୍କ ଏହି ନେତୃତ୍ବରେ ସିଆରପିଏଫ ଯବାନ ମାନେ ଯୋଗ ଦେଇଥିଲେ l






