Saturday, October 10, 2026
Home ଆଞ୍ଚଳିକ କାହିଁକି ଆସିଲ କରୋନାଭୁତାଣୁ…

କାହିଁକି ଆସିଲ କରୋନାଭୁତାଣୁ…

108
Google

କାହିଁକି ଆସିଲ କରୋନାଭୁତାଣୁ, କାହିଁକି ଆସିଲକୁହ l ତୁମପାଇଁକେତେ ପ୍ରାଣଚାଲିଗଲା, ବହିଗଲା ଲହୁଲୁହ l ବନ୍ଦକରିଦେଲ ଜାନି ଜାତ ନୀତି ବନ୍ଦ ହେଲାଦେବାଳୟ l ସବୁବନ୍ଦକରି ଜନ ଜୀବନକୁ, କରିଦେଲ ଦୁର୍ବିସହ l କାନ୍ଦୁଛିମୁଲିଆ, କାନ୍ଦୁଛି ଶ୍ରମିକ କାନ୍ଦୁଛି କଳାକାର, ହୃଦୟରେ ଭରି କୋହ l ଦାଦନ ମୁଲିଆ ଚାଷୀ କୂଳଯେତେ, କାନ୍ଦୁଛନ୍ତି ଅହ ରହ l ପେଟପୁରାଇବାପାଇଁମାଗୁଛନ୍ତି, ଭାତଦିଅ ରୁଟି ଦିଅ l ତୁମ ଲାଗୀକେତେ ଟାଉଟରଜାତି, ଚୋର ଠକ ସହ ସହ l ହରିଲେ ଲୁଟିଲେ ଠକିଲେ ଶୋଷିଲେ ଲୋକଙ୍କୁ ଦେଖାଇଭୟ l ତୁମେ ଆସିବାରୁ, ତୁମେ ବ୍ୟାପିବରୁ, ଅଧର୍ମ କରିଛି ଜୟ l ଜୀବନ ନେଉଛ ଯନ୍ତଣା ଦେଉଛ, ବିଶ୍ୱକୁ ଦେଖାଇଭୟ l ନିବେଦନ କରି କହୁଛି ଏଥର, ଚାଲିଯାଅ ଚାଲିଯାଅ l ଉପସ୍ଥାପକ -ବଳରାମ