Wednesday, October 14, 2026
Home ଜିଲ୍ଲା କନ୍ଧମାଳ ସମ୍ମାନିତ ହେଲା ୟୁଥ ଅଫ କନ୍ଧମାଳ

ସମ୍ମାନିତ ହେଲା ୟୁଥ ଅଫ କନ୍ଧମାଳ

70
ସମ୍ମାନିତ ହେଲା ୟୁଥ ଅଫ କନ୍ଧମାଳ

ଫୁଲବାଣୀ,(କନ୍ଧମାଳ ଜ଼ିଲ୍ଲା) ୩ ଡିସେମ୍ବର ୨୦୨୦(ସୁକାନ୍ତ କୁମାର ତ୍ରିପାଠୀ):
କନ୍ଧମାଳ ଜିଲ୍ଲା ର ସେବା କ୍ଷେତ୍ର ରେ ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି ୟୁଥ୍ ଅଫ କନ୍ଧମାଳ। କଟକ୍ ର ଛତିଆ ସ୍ଥିତ ଅମରନାଥ ମଠ ରେ ସମ୍ଭବ ଫାଉଣ୍ଡେସନ ର ପ୍ରଥମ ବାର୍ଷିକ ଉତ୍ସବ ରେ ୟୁଥ୍ ଅଫ କନ୍ଧମାଳ କୁ ସେବା ସମ୍ମାନ ୨୦୨୦ ରେ ସମ୍ମାନିତ କରା ଯାଇଛି। ଏଠାରେ ଅନୁଷ୍ଠାନ ର ସଭାପତି ଅଂଶୁମାନ ପ୍ରୀୟଦର୍ଶନ, କାର୍ଯ୍ୟକାରୀ ସଭାପତି ସୋମ୍ୟଜିତ୍ ତ୍ରିପାଠୀ, ମହିଳା ସଦସ୍ୟ ବନାନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପୁରସ୍କୃତ ହେବା ପରେ ୟୁଥ୍ ଅଫ କନ୍ଧମାଳ ର ସମସ୍ତ ସଦସ୍ୟ ଙ୍କୁ ସମ୍ମାନ ର ସୂଅ ଛୁଟୁଛି। ଅନୁଷ୍ଠାନ କୁ ଅନେକ ଅନେକ ଶୁଭେଚ୍ଛା ସହ ଉତ୍ତର୍ତର ଉନ୍ନତି କାମନା କରୁଛୁ |