Home ଜିଲ୍ଲା ଖୋର୍ଦ୍ଧା ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ‘୧୧୨’

ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ‘୧୧୨’

99
I&pro

ଭୁବନେଶ୍ୱର,୦୨-୧୨-୨୦୨୦(ଆଇଆଣ୍ଡପିଆରଓ): ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ‘୧୧୨’ ଡାଏଲ କରି ସେବା ପାଇପାରିବେ ଜନସାଧାରଣ। ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ‘୧୧୨’ ରେ ପରିଣତ କରାଯାଇଛି।