
ଭୁବନେଶ୍ୱର,୦୨-୧୨-୨୦୨୦(ଆଇଆଣ୍ଡପିଆରଓ): ମାନ୍ୟବର ମୁଖ୍ୟମନ୍ତ୍ରୀ ‘୧୧୨’ ନମ୍ବର ଜରିଆରେ ତ୍ବରିତ ସେବା ଯୋଗାଇବା ପାଇଁ ଓଡିଶା ପୋଲିସ ର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ଅନୁମୋଦନ କରିଛନ୍ତି। ୪-ଡିଏସ୍ପି, ୧୫୧-ସବ୍ଇନ୍ସପେକ୍ଟର, ୨୦୩- ସହକାରୀ ସବ୍ ଇନ୍ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ । ଆଉଟସୋର୍ସିଙ୍ଗରେ ୧୯୮ କଲ୍ ଟେକର୍ ଓ ୨୩୬ଟି ଗାଡି ନିୟୋଜିତ ହେବେ।



