Wednesday, July 22, 2026
Home ଜିଲ୍ଲା ଗଞ୍ଜାମ ହନୁମନ୍ତପୁର ଠାରେ ଧାନ ମଣ୍ଡି ଉଦଘାଟିତ

ହନୁମନ୍ତପୁର ଠାରେ ଧାନ ମଣ୍ଡି ଉଦଘାଟିତ

136

ଚନ୍ଦ୍ରପୁର,୦୨-୧୨-୨୦୨୦(ପ୍ରସନ କୁମାର ପଣ୍ଡା/ସନାତନ ନାୟକ/କୈଳାସ ମାଳବିଶୋଇ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଅନ୍ତର୍ଗତ ହନୁମନ୍ତ ପୁର ପଚାୟତ ର ରାଜୀବ ଗାନ୍ଧୀ କୋଠା ଠାରେ ସମବାୟ ସମିତି ଓ ଆର ଏମ୍ ସି ତରଫରୁ ମିଳିତ ଭାବେ ବୁଧବାର। ଦିନ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ଏହି ଉଦଘାଟନ ହନୁମନ୍ତ ପୁର ପଚାୟତ ର ସରପଞ୍ଚ କାଉମୁନି ଶବର ଏହି ଧାନ ମଣ୍ଡି ଟିକୁ ଉଦଘାଟନ କରିଥିଲେ। ଏହି ଉଦଘାଟନ ରେ ଚନ୍ଦ୍ରପୁରr ବ୍ଲକ୍ କେତେକ ଚାଷୀ ଉପସ୍ଥିତ ଥିଲେ।

ସମବାୟ ସମିତିର ବି ଆଇ ସି ରଞ୍ଜିତ କୁମାର ଦାସ,ରବି ପିଡି କାକା,ଚନ୍ଦ୍ରପୁର ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ଦିସାଲ ଓ ନିୟନ୍ତ୍ରଣ ବଜାର କମିଟି ର ସମସ୍ତ ଷ୍ଟାପ୍ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ଟିକୁ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ଦିସାଲ ଓ ବି ଆଇ ସି ରଞ୍ଜିତ କୁମାର ଦାସ ପରି ଚାଳନା କରିଥିଲେ।