Thursday, November 12, 2026
Home ଜିଲ୍ଲା ବିଷମକଟକ ଠାରେ ଧାନ ମଣ୍ଡି ଉଦଘାଟିତ

ବିଷମକଟକ ଠାରେ ଧାନ ମଣ୍ଡି ଉଦଘାଟିତ

74

ବିଷମକଟକ, ୦୨-୧୨-୨୦୨୦(ବିଷମକଟକ/ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଗଜବାହାଲ ର ନିୟନ୍ତ୍ରଣ ବଜାର କମିଟି ଠାରେ ବିଷମକଟକ ସମବାୟ ସମିତି ଓ ଆର ଏମ୍ ସି ତରଫରୁ ମିଳିତ ଭାବେ ବୁଧବାର। ଦିନ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ ବିଷମକଟକ ର ଚାଷୀ ନାଗେଶ୍ୱର ରାଓ ଓ ଭି କିଶୋର କୁମାର ଙ୍କ ମିଳିତ ଭାବରେ ଏହି ଧାନ ମଣ୍ଡି ଟିକୁ ଉଦଘାଟନ କରିଥିଲେ। ଏହି ଉଦଘାଟନ ରେ ବ୍ଲକ୍ ର କେତେକ ଚାଷୀ ଉପସ୍ଥିତ ଥିଲେ।

ଏବଂ ମିଲରସ୍, ଓ ସମବାୟ ସମିତିର ଓ ନିୟନ୍ତ୍ରଣ ବଜାର କମିଟି ର ସମସ୍ତ ଷ୍ଟାପ୍ ଓ ବିଷମକଟକ ତହସିଲ ଷ୍ଟାପ୍ ଓ ବିଷମକଟକ ବ୍ଲକ୍ ର ଏମ୍ ଆଇ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ବିଷମକଟକ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ସାନ୍ତୁନୁ ସାହୁ ପରି ଚାଳନା କରିଥିଲେ।