Wednesday, November 11, 2026
Home ଆଞ୍ଚଳିକ ସଭାପତି ରୂପେ ଦ୍ବିତିକୃଷ୍ଣ ସାବତ ଚୟନ

ସଭାପତି ରୂପେ ଦ୍ବିତିକୃଷ୍ଣ ସାବତ ଚୟନ

62

ହିଞ୍ଜିଳିକାଟୁ,୩୦-୧୧-୨୦୨୦(ଗଂଜାମ ଜ଼ିଲ୍ଲା/ରଂଜନୀ ପତ୍ର):
ରାଜ୍ୟ ବାର କାଉନସିଲ ଙ୍କ ନିଦେଶ କ୍ରମେ ଡିସେମ୍ବର ୧୨ ତାରିଖରେ ସମସ୍ତ ବାର ନିର୍ବାଚନ ନିମନ୍ତେ ଵିଜ୍ଞାତି ପ୍ରକାଶ ପାଇଥିଲା ନଭେମ୍ବର ୨୪ ୨୫ ରେ ନାମାଙ୍କନ ନିମନ୍ତେ ଧାଯ କରାଯାଇଥିଲା ସଭାପତି ରୂପେ ଦ୍ବିତିକୃଷ୍ଣ ସାବତ  ଉପସଭାପତି ଉପେନ୍ଦ୍ର ପଣ୍ଡା ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ  ନିର୍ବାଚନ ଅଧିକାରୀ ମୁକ୍ତିରମ ସାବତ ଙ୍କ ନିକଟରେ ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଥିଲେ ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଥିବା ଯୋଙ୍ଗୁ ସମସ୍ତେ ନିଁଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ଜଣାପଡିଛି ନିର୍ଧାରିତ ନିର୍ବାଚନ କାଯ୍ୟସୁଚି ଅନୁଯାଇ ଡିସେମ୍ବର ୧୨ ତାରିଖରେ ଏନେଇ ବିଧିବଧ ଘୋଷଣା ବାକି ରହିଛି |