Saturday, November 14, 2026
Home ଆଞ୍ଚଳିକ ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଘଟଣା ଗଣମାଧ୍ୟମ ଦ୍ବାରା ପରିବେଷଣ

ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଘଟଣା ଗଣମାଧ୍ୟମ ଦ୍ବାରା ପରିବେଷଣ

29

ଜୀବନ ଘଟଣା ବହୁଳ ହୋଇ ଯାଇଛି ଏଠି ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଘଟଣା ଗଣମାଧ୍ୟମ ଦ୍ବାରା ପରିବେଷଣ କରାଯାଉଛି, ଯାହା ବାସ୍ତବିକ ଜୀବନରେ ଅନେକ ମହତ୍ତ୍ବ ରଖୁଛି ଅଥଚ ଧାଁଧଉଡ଼ରେ ଅନେକ ଖବର ଆମ ଅଜାଣତରେ ହଜିଯାଉଛି | କିମ୍ବା ଅନେକ ବିଷୟ ଯାହା ଆମ ପାଇଁ ଅତ୍ୟନ୍ତ ଜରୂରୀ, ସେ ସବୁ ବିଷୟରେ ଆମକୁ କେହି କହୁନାହାନ୍ତି କିମ୍ବା ଆମେ ନିଜେ ସେହି ସବୁ ବିଷୟ ପ୍ରତି ସଚେତନ ହୋଇପାରୁନାହେଁ ଏମିତି ଅନେକ ବିଷୟକୁ ନେଇ ଉପସ୍ଥାପନ କରିବାର ଏକ ଅଭିନବ ପ୍ରୟାସ ହେଉଛି I


ସମ୍ପାଦକ
ଜ଼ିଲ୍ଲା ଖବର ମିଡ଼ିଆ ନେଟୱର୍କ