ଭୁବନେଶ୍ୱର,୩୦-୧୧-୨୦୨୦(ଜ଼ିଲ୍ଲା ଖବର):
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ସାଧବ ପୁଅଙ୍କ ଗୌରବମୟ ନୌବାଣିଜ୍ୟ ଗାଥାକୁ ସ୍ମରଣ କରି ଆସନ୍ତୁ ଓଡ଼ିଶାର ପ୍ରଗତି ଓ ସମୃଦ୍ଧି ପାଇଁ ସଭିଏଁ ଏକ ହୋଇ ଆଗକୁ ବଢ଼ିବା।