Wednesday, November 11, 2026
Home ଜିଲ୍ଲା ଗୁଣୁପୁର ଉପଖଣ୍ଡ ପଦ୍ମପୁର ବ୍ଲକ୍ ଲିକିଟ୍ ପଦର ଗ୍ରାମରେ ବେଆଇନ ଭାବେ ଲଗାଯାଇଥିବା ୭୦ଏକର...

ଗୁଣୁପୁର ଉପଖଣ୍ଡ ପଦ୍ମପୁର ବ୍ଲକ୍ ଲିକିଟ୍ ପଦର ଗ୍ରାମରେ ବେଆଇନ ଭାବେ ଲଗାଯାଇଥିବା ୭୦ଏକର ଚାଷ ଜମି ର କଳାଜହର ଗଛ କୁ ନଷ୍ଟ କଲା ପ୍ରଶାସନ ଆନୁମାନିକ ମୂଲ୍ୟ ୮ କୋଟି ୪୦୦୦୦ହଜର ଟଙ୍କା: ସୂଚନା ଦେଲେ ଗୁଣୁପୁର ଏସଡିପିଓ ରାଜକିଶୋର ଦାସ

82

ରାୟଗଡା,୨୮-୧୧-୨୦୨୦(ପ୍ରସ୍ନନ କୁମାର ପଣ୍ଡା):
ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ତର ଏମ ଶ୍ରଵଣ ବିବେକ ଙ୍କ ନିର୍ଦେଶ କ୍ରମେ ଗୁଣୁପୁର ଉପଖଣ୍ଡ ର ପଦ୍ମପୁର ଅଚଳ ର ଲିକିଟ୍ ପଦର ଗ୍ରାମରେ ଏକର ଜମି ରେ ବେଆଇନ ଭାବେ ଚାଷ କରାଯାଇ ବ୍ୟପାକ ଗଞ୍ଜେଇ କଳା ଜହର ଗଛ କୁ ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ ଙ୍କ ନେତୃତ୍ୱ ରେ ପଦ୍ମପୁର ପୋଲିସ, ପଦ୍ମପୁର ରାଜସ୍ୱ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ବିଭାଗ ଏବଂ କୃଷି ବିଭାଗ ର ମିଳିତ ଚଢ଼ାଉ ରେ ପ୍ରାୟ 70 ଏକର ଚାଷ ଜମି ରେ ବେଆଇନ ଭାବେ ଚାଷ କରାଯାଇଥିବା

ଗଞ୍ଜେଇ ଗଛ କୁ ସମ୍ପୂର୍ଣ ଭାବେ ନଷ୍ଟ କରାଯାଇଥିବା ଏବଂ ଏହାର ଆନୁମାନିକ ମୂଲ୍ୟ ପ୍ରାୟ 8 କୋଟି 40000 ହଜାର ଟଙ୍କା ହେବ ବୋଲ ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ ଆଗକୁ ଏହି ଭଳି ବେଆଇନ ଭାବେ ଚାଷ କରାଯାଇଥିବା ଜମି ର ସମ୍ପୂର୍ଣଭାବେ ନଷ୍ଟ କରାଯିବ ବୋଲି ପ୍ରଶାସନ ତରଫରୁ ଜଣାପଡିଛି ଏହି ଚଢ଼ାଉ ବେଳେ ପଦ୍ମପୁର ତହସିଲଦାର ନୀଳମାଧବ ମାଝୀ, ଅବକାରୀ ଅଧିକାରୀ ଦିବାକର ମହାପାତ୍ର ଙ୍କ ସହ କୃଷି ଏବଂ ଜଙ୍ଗଲ ବିଭାଗ ର ବହୁ ଅଧିକାରୀ ଉପସ୍ଥିତ ଥିଲେ ।