Thursday, November 12, 2026
Home ଜିଲ୍ଲା ଅମ୍ବାଦଳା ସମବାୟ ସମିତିର ଠାରେ ଧାନ ମଣ୍ଡି ଉଦଘାଟିତ

ଅମ୍ବାଦଳା ସମବାୟ ସମିତିର ଠାରେ ଧାନ ମଣ୍ଡି ଉଦଘାଟିତ

40

ବିଷମକଟକ, ୨୮-୧୧-୨୦୨୦(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ଅନ୍ତର୍ଗତ ଅମ୍ବାଦଳା ସମବାୟ ସମିତି ଠାରେ ଶୁକ୍ରବାର ଦିନ ଧାନ ମଣ୍ଡି ଉଦଘାଟିତ ହୋଇଥିଲା।ଏହି ଉଦଘାଟନ ଏଗ୍ରୀ କଲଚର ଅଫିସର ରମେଶ ଚନ୍ଦ୍ର ତିବାରୀ ଉଦଘାଟନ କରିଥିଲେ।ଏହି ଉଦଘାଟନ ରେ ଅମ୍ବାଦଳାସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ଶଙ୍କର ରାଓ ଉପସ୍ଥିତ ଥିଲେ।ଏବଂ ଅମ୍ବାଦଳା ପଚାୟତ ର ସମସ୍ତ ଚାଷୀ, ମିଲରସ୍, ଓ ସମବାୟ ସମିତିର ଓ ନିୟନ୍ତ୍ରଣ ବଜାର କମିଟି ର ସମସ୍ତ ଷ୍ଟାପ୍ ଉପସ୍ଥିତ ଥିଲେ।