
ବିଷମକଟକ,୨୮-୧୧-୨୦୨୦(ପ୍ରସନ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ର ଭାଲେରି ଗ୍ରାମ ଠାରେ ଶନିବାର ଦିନ ଧାନ ମଣ୍ଡି ଉଦଘାଟନ ହୋଇଥିଲା।
ଏହି ଉଦଘାଟନ ଟିକୁ ସମବାୟ ସମିତିର ସହକାରୀ ଉପ ନିଭଦକ ଟି ସବର ଉଦଘାଟନ କରିଥିଲେ।ଉଦଘାଟନ କରିବା ସମୟରେ ଲ୍ୟାମ୍ପ ପ୍ ର ପରିଚାଳନା ନିର୍ଦ୍ଦେଶକ ସାନ୍ତୁନୁ ସାହୁ, ସମେତ ସମବାୟ ସମିତିର ସମସ୍ତ ଷ୍ଟାପ୍ ଓ ସମସ୍ତ ଚାଷୀ ଏବଂ କେତେକ ମିଲରସ୍ ଆର ଏମ୍ ସି ଷ୍ଟାପ୍ ଉପସ୍ଥିତ ଥିଲେ।



