Thursday, November 12, 2026
Home ଆଞ୍ଚଳିକ ଡାଙ୍ଗସୋରଡା ସମବାୟ ସମିତି ଠାରେ ଧାନ ମଣ୍ଡି ଉଦଘାଟିତ

ଡାଙ୍ଗସୋରଡା ସମବାୟ ସମିତି ଠାରେ ଧାନ ମଣ୍ଡି ଉଦଘାଟିତ

88

ବିଷମକଟକ,୨୮-୧୧-୨୦୨୦(ପ୍ରସନ କୁମାର ପଣ୍ଡା / ଚଦରପୁର ରୁ କୈଳାସ ମାଳ ବିଷୋୟୀ): ରାୟଗଡା ଜିଲ୍ଲା ଚଦରପୁର ବ୍ଲକ୍ ର ଡାଙ୍ଗସୋରଡା ସମବାୟ ସମିତିରେ ଶୁକ୍ରବାର ଦିନ ଧାନ ମଣ୍ଡି ଉଦଘାଟନ ହୋଇଥିଲା।

ଏହି ଉଦଘାଟନ ଟିକୁ ଡାଙ୍ଗସୋରଡା ସରପଞ୍ଚ ଉଦଘାଟନ କରିଥିଲେ।ଉଦଘାଟନ କରିବା ସମୟରେ ଲ୍ୟାମ୍ପ ପ୍ ର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ଦିଶାଲ,ରବି,ରଞ୍ଜିତ କୁମାର ଦାସ ସମେତ ସମବାୟ ସମିତିର ସମସ୍ତ ଷ୍ଟାପ୍ ଓ ସମସ୍ତ ଚାଷୀ ଉପସ୍ଥିତ ଥିଲେ।