Wednesday, July 29, 2026
Home ଜିଲ୍ଲା ଖୋର୍ଦ୍ଧା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

27
Pic Cdit: I&PR

ଭୁବନେଶ୍ୱର, ୨୬-୧୧-୨୦୨୦(ଜ଼ିଲ୍ଲାଖବର):
ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ସମାଜ ସଂସ୍କାର ସହ ଓଡ଼ିଶାର ପ୍ରଗତି ଧାରାକୁ ତ୍ୱରାନ୍ୱିତ କରିବାରେ ତାଙ୍କ ଅବଦାନ ଚିରସ୍ମରଣୀୟ।