
ବାଲିଗୁଡା,୨୫-୧୧-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ):
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବିଇଓ ଅଫିସ ର ବରିଷ୍ଠ କିରାଣୀ ଚିତ ରଞ୍ଜନ ସିଂ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି | ଶିବ ପ୍ରସାଦ ପଟ୍ଟନାୟକଙ୍କ ଠାରୁ ରିହାବ୍ଲିଷ୍ଟେସନ ରେ ଚାକରି କରାଇ ଦେବାକୁ ଲାଞ୍ଚ ନେଉଥିଲେ | ଆଜି ଦିନ 11.30 ସମୟରେ ବ୍ରହ୍ମପୁର ଭିଜିଲାନ୍ସ ପୋଲିସ ଅଧିକ୍ଷକ ଚିତ ରଞ୍ଜନ ସିଂ ଙ୍କୁ ଗିରୀଫ କରିଥିଲେ |



