Home ଜିଲ୍ଲା ଖୋର୍ଦ୍ଧା ଜନ ଅଧିକାର ସଂଘ ପକ୍ଷରୁ ଆୟୋଜିତ ଉତ୍ସବରେ

ଜନ ଅଧିକାର ସଂଘ ପକ୍ଷରୁ ଆୟୋଜିତ ଉତ୍ସବରେ

37

ଖୋର୍ଦ୍ଧା,୨୫-୧୧-୨୦୨୦(ସଞ୍ଜୀବ କୁମାର):
ଜିଲ୍ଲାର ତରାଵୋଇ ଗାଁ ର ମହିଳା ସରପଞ୍ଚ ମହୋଦୟା ଙ୍କୁ ଏବଂ ସାମ୍ବାଦିକ ମହୋଦୟ ସମ୍ମାନିତ କରାଯାଇଥିଲା କରୋନା ମହାମାରୀ ସମୟରେ ଗରିବ ଅସହାୟ ଅବସ୍ଥାରେ ଥିବା ପରିବାର ଲୋକଙ୍କୁ ସାହାଯ୍ୟ ସହଯୋଗ କରିଥିବାରୁ ଜନ ଅଧିକାର ସଂଘ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ସମ୍ମାନିତ କରାଯାଇଥିଲା ଜନ ଅଧିକାର ସଂଘ ର ସମସ୍ତ ସଦସ୍ୟ ମିଶି କାମ କରିଥିଲେ |